ଶୁନ୍ୟରାଗ
ଶୁନ୍ୟରାଗ
ଉଡାଣକୁ ନାହିଁ ପ୍ରତୀକ୍ଷା,
ଶିଖୁଛି ଯୋଡିବା ଡେଣା,
ଛୁପା ଆଖିର ସ୍ବପ୍ନକୁ
ବିମ୍ବ ପଚାରେ ପ୍ରତିବିମ୍ବକୁ,
ଆଲୋକ ପଚାରେ ରଶ୍ମିକୁ,
ଜହ୍ନ ପଚାରେ ଜୋଛନ୍ନାକୁ,
ଶୁନ୍ୟ ପଚାରେ ଅସ୍ତିତ୍ଵକୁ
ତୁ ମୋର ଦାୟିତ୍ୱ ଶୁନ୍ୟରାଗ
ଆସିଯା ଶରତ ଶୀତୁଆ ସକାଳ ଭଳି---!
©®କାଶ୍ୟପ
ଉଡାଣକୁ ନାହିଁ ପ୍ରତୀକ୍ଷା,
ଶିଖୁଛି ଯୋଡିବା ଡେଣା,
ଛୁପା ଆଖିର ସ୍ବପ୍ନକୁ
ବିମ୍ବ ପଚାରେ ପ୍ରତିବିମ୍ବକୁ,
ଆଲୋକ ପଚାରେ ରଶ୍ମିକୁ,
ଜହ୍ନ ପଚାରେ ଜୋଛନ୍ନାକୁ,
ଶୁନ୍ୟ ପଚାରେ ଅସ୍ତିତ୍ଵକୁ
ତୁ ମୋର ଦାୟିତ୍ୱ ଶୁନ୍ୟରାଗ
ଆସିଯା ଶରତ ଶୀତୁଆ ସକାଳ ଭଳି---!
©®କାଶ୍ୟପ