Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଵଳରାମ ତରାଈ

Others

2  

ଵଳରାମ ତରାଈ

Others

ମାତୃ ଦିବସରେ

ମାତୃ ଦିବସରେ

1 min
147


ନାରୀ ର ଅନନ୍ତ ନାମ,

ନାରୀ ମାଆ,

ନାରୀ ପ୍ରିୟତମା,

ନାରୀ କାଳୀ,

ନାରୀ ଅର୍ଦ୍ଧାଙ୍ଗିନୀ,

ନାରୀ ଲକ୍ଷ୍ମୀବାଇ,

ନାରୀ ଭଗିନୀ,

ନାରୀ ନାରାୟଣୀ,

ନାରୀ ଶକ୍ତିଶାଳୀ,

ନାରୀ ସଶକ୍ତିକରଣୀ,

ମାଆ ତୁମେ ଜଗତ ଜନନୀ ,

ତୁମ ବିନା ନାହିଁ କେ ସାହା ,

ଏ ଧରା ଧାମେ ତୁମେ ଏକା ସାହା,

ଆମ ମା ଆମ ମା ,

ମାଆ ତୁମେ ଆମ ଲକ୍ଷ୍ମୀଠାକୁରାଣୀ

ଆସନ୍ତୁ ଆମେ ନାରୀଙ୍କୁ ସମ୍ମାନ ଦେବା ସମସ୍ତେ ମିଳେ ମିଶି ଶପଥ ନେବା

ନାରି ସବୁ ସହିପାରେ ସେଥିପାଇଁ ତା ନାମ ଅନନ୍ୟ



Rate this content
Log in