Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଵଳରାମ ତରାଈ

Others

2  

ଵଳରାମ ତରାଈ

Others

ପ୍ରିୟା ମୋର ଅଭିମାନୀ

ପ୍ରିୟା ମୋର ଅଭିମାନୀ

1 min
363



ତୋ ମନରେ ଯେତିକି ଭଲ ପାଇବା ନ ଥିଲା,,,

ସେତେ ଭଲ ପାଉଥିଲୁ ମୋତେ....

ଭଲପାଇକି ଭୁଲ ହୋଇଗଲାକି...??

ତୋ ଆଖିରେ ଯେତିକି ଛଳନା ନଥିଲା,,,

ଜାଣି ପାରିଲିନି ପ୍ରିୟା ଜାଣିପାରିଲିନି,

ଅଧାବାଟରେ ଛାଡି ଚାଲିଗଲୁ ମୋତେ,,,

ସତରେ ଏ ମନ ଦିନରାତି ଝୁରୁଛି ତୋତେ...

କାହିଁକି ମୋ ସହ ଛଳନାକରି

ଭଲ ପାଉଥିଲୁ ମୋତେ,,,??

ସେଥିପାଇଁ ବୋଧହୁଏ ଆମ ସଫଳତା,,

ସବୁଦିନ ପାଇଁ ରହିଗଲା ଅଧାବାଟରେ,,।

********************

ବଳରାମ ତରାଇ

9937014646

9938962872

Khurdha


Rate this content
Log in