Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kanista Kishore Sahu

Inspirational

2  

Kanista Kishore Sahu

Inspirational

ଜୀବନ ଖେଳ

ଜୀବନ ଖେଳ

1 min
6.7K


ହାରିଗଲ ଭାବି ପଛକୁ ନ ଫେର

ଜୀବନଟା ଏକ ଖେଳ,

ହାର୍‌ଜିତ୍ ! ଏଠି ସମଭାବାପନ୍ନ

ଶୁଭ ହେଲେ ବି ବିଫଳ ।

ଅଗ୍ରଭାଗେ ଥିବା ବ୍ୟକ୍ତିକୁ ଦେଖି ଯେ

ନ ଥକି କରେ ଧାବନ,

ଲକ୍ଷ୍ୟପଥକୁ ପ୍ରାପ୍ତ କରି ସେ

ଲଭେ ବହୁତ ସମ୍ମାନ ।

ଇଚ୍ଛାଶକ୍ତି ସହ ଧୈର୍ଯ୍ୟ ବଳରେ

ସର୍ବ କର୍ମ ହୁଏ ଜୟ,

ପଙ୍ଗୁ ଲଙ୍ଘି ପାରେ ହିମାଳୟ ଗିରି

ଜୀବନ ସଂଘର୍ଷମୟ ।


Rate this content
Log in

Similar oriya poem from Inspirational