Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ବେସୁରା ରଜ

ବେସୁରା ରଜ

1 min
7.5K


ବନସ୍ତେ ଜାକିଲା ଗଜ

ଭାଉଜଙ୍କ ଦେଖ କି ସଜବାଜ

କି ସଜବାଜ ଲୋ

ଭାଇନା ଆସିବେ ଆଜ ।


ବିଲରେ କଂକଡା ଗାତ

ଗାଆଁ ଗଣ୍ଡା ଘରେ ରହିଲେ ଭୂତ

ରହିଲେ ଭୂତଲୋ

ସହରେ ଉଡାଇ ନେତ ।


ବାଳିଆ ଡେଇଁଲା ପଂକେ

ଗଛଟିଏ ନାହିଁ ମୋଡ କି ବାଂକେ

ମୋଡ କି ବାଂକେ ଲୋ

ଛବିରେ ଗଛଟି ଆଂକେ।


ଧାନବିଲ ଖସ ଖସ

ରାଜନୀତି ଘରେ ଘରେ ଟି ବାସ

ଘରେ ଟି ବାସ ଲୋ

ଗଳାରେ ହୋଇଲା ଫାସ ।


-ବିଶ୍ୱେଶ୍ୱର ମାଝୀ-

M: 9437697161

majhibisweswar@gmail.com


Rate this content
Log in