Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ambika Swain

Others

2  

Ambika Swain

Others

ରଜନୀ ଗନ୍ଧା

ରଜନୀ ଗନ୍ଧା

1 min
6.8K


ରଜନୀ ଗନ୍ଧାର ସୁରଭିରେ

ମହ ମହ ବାସ ମହକେ

ତନୁ ମନ କରି ପଲ୍ଲବିତ

ସ୍ନେହର ପାଖୁଡା ଝରେ,

ସ୍ନେହର ପାଖୁଡା ତୋଳି ଧରେ

ମମତା ଝରା ମଧୁ ପ୍ରୀତି

ଜୀବନର ଚଲାଢେଉ ରେ

ଗାଇ ଗାଇ ପ୍ରେମ ଗୀତି।


ଅମ୍ବିକା ସ୍ଵାଇଁ


Rate this content
Log in