Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Others

4.8  

Dipti lekha Mishra

Others

ସଭିଏଁ ଦୁଃଖି

ସଭିଏଁ ଦୁଃଖି

1 min
4.5K


ବିଚିତ୍ର ଏ ଦୁନିଆ

ବିଚିତ୍ର ଏଠିକାର ଜୀବ

ବିରାଟକାୟ ସଂସାରର ମାୟା

ଅରୁପ ତାର ମାନଚିତ୍ର

ଅଙ୍କାବଙ୍କା ପରିଚୟ ପତ୍ର ॥

ସତରେ ଭାରୀ ବିଚିତ୍ର,ଅବାନ୍ତର,

ଅକଥନୀୟ ସେ ଦୁନିଆ

ଯେଉଁଠି ସଭିଏଁ ଦୁଃଖି ॥

ଯାହାକୁ ବି ପଚାର ତୁମେ

ସବୁ କହିବେ ସଂକ୍ଷିପ୍ତରେ

ମୋ ଭଳି ଦୁଃଖି କେହି ନାହିଁ

ମୋ ଭଳି ଦୁର୍ଭାଗ୍ୟ କାହାର ନାହିଁଁ ॥

ଅଳପ ଜନ କହୁଛନ୍ତି

ଦୁଃଖସୁଖ ଦୁହେଁ ସମାନ ।

ଯିଏ କହୁଛି ସେ ଦୁଃଖି

ସେ ପୁଣି ଖୋଲୁ ତାର ଆଖି ।।

ଯେତେ କଷ୍ଟ କୄୄୄୄଷକର

ଯେତେ ଦୁଃଖ ଭାରତ ସେନାର

ଯେତେ ଦୁଃଖ ଭିନ୍ନକ୍ଷମଙ୍କର

ସେତେ ଦୁଃଖ କଣ ତୁମର ???


Rate this content
Log in