Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pradesh Kumar Pradhan

Others

3  

Pradesh Kumar Pradhan

Others

କାମନା

କାମନା

1 min
13.5K


ନଦୀ-ନାଳ, ଫୁଲ-ଫଳେ ତରୁ ଲତା
ପାହାଡ -ପର୍ବତେ ଏ ଧରା ବିମଣ୍ଡିତା
ସୂର୍ଯେ୍ୟାଦୟରେ ପକ୍ଷୀର କାକଳି
ଘର ଲେଉଟା ଗୋମାତା ହମ୍ଭାଳି
ଝରଣାର ତାନ ଅବା କୋଇଲିର କୁହୁ ସ୍ୱନ
 ମୋ ପ୍ରୀୟାର ସ୍ମୃତି, ଯେ ମୋର ଜୀବନ
ଲାଗେନା କିଛି ଆଜି ମୋତେ ଭଲ
ଚାହିଁଛି ଦୁର ଦିଗ୍ବଳୟେ  ହୋଇ କଲବଲ
ଶୁଣିଛି ପଢିଛି ଏ ପିଣ୍ଡ ବ୍ରହ୍ମାଣ୍ଡ
ଶରୀର ମନ୍ଦିର ଦ୍ୱାର ପଥ ଏ ତୁଣ୍ଡ
ରମିଛି ଜୀବନ ଏ ଦେହ ନେଇ କୋଟି ସ୍ୱାଦ
ସବୁ ଭୁଲି ଆଜି ନିସ୍ତବେ୍ଦ ଶୁଣେ ଗୀତଗୋବିନ୍ଦ
କ୍ଷଣିକ ଜୀବନେ ନୂତନତ୍ୱ କରେ ମୋତେ ଆକର୍ଷିତ
ଜନ୍ମ ଜନ୍ମାନ୍ତର ତୁମ ପାଦ ପଦ୍ମେ
ମନ ମୋର ରହୁ ହେ ଜଗନ୍ନାଥ ......


Rate this content
Log in