Audio

Forum

Read

Contests

Language


Write

Sign in
Wohoo!,
Dear user,
ଚିନ୍ତନ
ଚିନ୍ତନ
★★★★★

© JitendraNath Gahir

Inspirational Others

1 Minutes   6.6K    7


Content Ranking

ଏଇ ଦୁନିଆରେ ରାଜା

ରାମ ହୁଅନ୍ତୁ କି ରାବଣ

ସୀତା ତ ଏଠି

ଜନ ସାଧାରଣ,

କାରଣ

ରାଜା ଯଦି ହୁଏ ଦଶାନନ

ପଞ୍ଚବଟୀରେ ସୀତା କରିବ ହରଣ

ଅଶୋକ ବନରେ ରଖିବ ବନ୍ଧନ।

ଆଉ ଶୁଣ

ରାଜା ଯଦି କୌଶଲ୍ୟା ନନ୍ଦନ

ପ୍ରଜା ହିତେ ଜାନକୀଙ୍କୁ

ପଠାଇବେ ବାଲ୍ମୀକି ସଦନ,

ହେ ସୁଧୀଜନ

ନିସ୍ତାର ନାହିଁ ଏ ମଣିଷ ଜୀବନ

ଏ କଥା ରଖିଥା ସ୍ମରଣ ।

ଦୁନିଆ ରାଜା ରାବଣ

Rate the content


Originality
Flow
Language
Cover design

Comments

Post


Some text some message..