Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

JitendraNath Gahir

Inspirational Others

2  

JitendraNath Gahir

Inspirational Others

ଚିନ୍ତନ

ଚିନ୍ତନ

1 min
6.7K


ଏଇ ଦୁନିଆରେ ରାଜା

ରାମ ହୁଅନ୍ତୁ କି ରାବଣ

ସୀତା ତ ଏଠି

ଜନ ସାଧାରଣ,

କାରଣ

ରାଜା ଯଦି ହୁଏ ଦଶାନନ

ପଞ୍ଚବଟୀରେ ସୀତା କରିବ ହରଣ

ଅଶୋକ ବନରେ ରଖିବ ବନ୍ଧନ।

ଆଉ ଶୁଣ

ରାଜା ଯଦି କୌଶଲ୍ୟା ନନ୍ଦନ

ପ୍ରଜା ହିତେ ଜାନକୀଙ୍କୁ

ପଠାଇବେ ବାଲ୍ମୀକି ସଦନ,

ହେ ସୁଧୀଜନ

ନିସ୍ତାର ନାହିଁ ଏ ମଣିଷ ଜୀବନ

ଏ କଥା ରଖିଥା ସ୍ମରଣ ।


Rate this content
Log in