ଐ ହି କ
ଐ ହି କ
ଉଦୁଉଦିଆ ଖରାରେ
ଚାଲି ଆସୁଥିବା
ପଥିକଟିଏ ମୁଁ
ଦେ ଖୋଲି ଦେ
ସେ ଜାଉଁଳି କବାଟ
ଫେରିବା ଆଗରୁ ଦେ ଢାଳି
ତୃଷାର୍ତ୍ତ ହେଲି କି ନହେଲି
ସେଇ ମୁନ୍ଦାକ ପିଇବାରେ ହିଁ ତୃପ୍ତ ମୁଁ
ଥାଉ ସେ
ମୋକ୍ଷର ଦୁଆର ଏବେ ଅଧା ଆଉଜା|
-ପ୍ରଭୂ
ଉଦୁଉଦିଆ ଖରାରେ
ଚାଲି ଆସୁଥିବା
ପଥିକଟିଏ ମୁଁ
ଦେ ଖୋଲି ଦେ
ସେ ଜାଉଁଳି କବାଟ
ଫେରିବା ଆଗରୁ ଦେ ଢାଳି
ତୃଷାର୍ତ୍ତ ହେଲି କି ନହେଲି
ସେଇ ମୁନ୍ଦାକ ପିଇବାରେ ହିଁ ତୃପ୍ତ ମୁଁ
ଥାଉ ସେ
ମୋକ୍ଷର ଦୁଆର ଏବେ ଅଧା ଆଉଜା|
-ପ୍ରଭୂ