ମହାନ
ମହାନ
ଶିଶିର ବିନ୍ଦୁକୁ କରିଥାଏ ବଡ
ତାହାର ମହତ ଗୁଣ
ହେଲେ କିଏ ଭଲ ପାଉଥାଏ ଶୁଣି
ସାଗର କ୍ରୂର ଗର୍ଜନ?
ଏବେ ନିଜେ କୁହ କିଏ ଅଟେ ବଡ
ସାଗର ଅବା କାକର
ମହାନ ପଣତ ବଡ କରିଥାଏ
ଏ କଥା ନୁହେଁ ବେକାର
ଚିତ୍ତ ରଞ୍ଜନ ଲେଙ୍କା(କଟକ)©
ଶିଶିର ବିନ୍ଦୁକୁ କରିଥାଏ ବଡ
ତାହାର ମହତ ଗୁଣ
ହେଲେ କିଏ ଭଲ ପାଉଥାଏ ଶୁଣି
ସାଗର କ୍ରୂର ଗର୍ଜନ?
ଏବେ ନିଜେ କୁହ କିଏ ଅଟେ ବଡ
ସାଗର ଅବା କାକର
ମହାନ ପଣତ ବଡ କରିଥାଏ
ଏ କଥା ନୁହେଁ ବେକାର
ଚିତ୍ତ ରଞ୍ଜନ ଲେଙ୍କା(କଟକ)©