Audio

Forum

Read

Contests

Language


Write

Sign in
Wohoo!,
Dear user,
ଗହନ ରହସ୍ୟ
ଗହନ ରହସ୍ୟ
★★★★★

© Prasanna Kumar Madala

Abstract Inspirational

1 Minutes   6.4K    5


Content Ranking

ଚଢେଇଟି ବାଇ       ଦିନ ସାରା ଧାଇଁ

       ଖୋଜଇ ଆହାର ଉଡି

ଫେରି ଆସି ନୀଡେ   ପ୍ରିୟା ପାଶେ ଭିଡେ

       ପୀରତି ଭାବରେ ବୁଡି ।

ଖୋଲି କି ଗୁମର       ବୁଦ୍ଧିରେ ତୁମର

       ପ୍ରେମ କି ଜିନିଷ କହ

ସେ ଯେଉଁ ଗହନ       ରହସ୍ୟ ବହନ

       ଫିଟାଇ ଦେଖିବି ରହ ।

ଚଢେଇ ପ୍ରେମ ରହସ୍ୟ

Rate the content


Originality
Flow
Language
Cover design

Comments

Post


Some text some message..