ଶସ୍ତା କବିତା - 18
ଶସ୍ତା କବିତା - 18
ପୁଅ ଝିଅ ଯଦି ସବୁଠି ସମାନ
ମୋତେ କିଏ ଟିକେ ବୁଝାଅ ଆଗ
ଢୋଓ ଢାଆ ଯେବେ ବାପା ପିଟୁଥିଲେ
ମାଗିଲେନି କିଆଁ ସମାନ ଭାଗ
ପ୍ରମୋଦ କୁମାର ଜେନା (c)
ପୁଅ ଝିଅ ଯଦି ସବୁଠି ସମାନ
ମୋତେ କିଏ ଟିକେ ବୁଝାଅ ଆଗ
ଢୋଓ ଢାଆ ଯେବେ ବାପା ପିଟୁଥିଲେ
ମାଗିଲେନି କିଆଁ ସମାନ ଭାଗ
ପ୍ରମୋଦ କୁମାର ଜେନା (c)