Audio

Forum

Read

Contests

Language


Write

Sign in
Wohoo!,
Dear user,
 ଭାବୁଥିଲେ ମନର ମଣିଷ 
ମନେ ବାସୁଥାଏ ??
ଭାବୁଥିଲେ ମନର ମଣିଷ ମନେ ବାସୁଥାଏ ??
★★★★★

© Pranaya Sudha

Others

1 Minutes   13.1K    1


Content Ranking

ସତରେ କଣ ଏମିତି ହୁଏ , ଭାବୁଥିଲେ ମନର ମଣିଷ ମନେ ବାସୁଥାଏ ??

ଦେଖ ସୁନା ରଙ୍ଗ ଦିଆ ଜୀବନ ମୋ ମିଛ ହୃଦୟଟା ସତ ଯାହା ବନ୍ଧା ତୁମ ପାଇଁ , ମନେ ଅଛି ସିତ ଦିନେ କହିଥିଲି ଧୀରେ ଆଖିରେ ଆଖି ମିଶାଇ ସୁନା ଦେହ ଛୁଇଁ ॥

ଛୋଟିୟା ହସରେ କହିଥିଲା ସେ ମୁଁ ଅଛି ତୁମେ ଅଛ ଆଉ କଣ ଆବଶ୍ୟକ ଦୁଇ ଦିନ ଦୁନିଆରେ ମନ ଛଡା ସବୁ ନିରର୍ଥକ ॥

ସିତ ଦିନ ତୁମ ଦେହ ଭଲ ରହୁ ନାହି ଦିଅ ତୁମ ପୋଷାକ ଧୋଇ ଦେଇ ଇସ୍ତ୍ରୀ କରି ଦେବି ପ୍ରେମ ରଙ୍ଗ ଜମା ଲିଭିବ ନାହି ॥

ଅତୀତ ଟା ସିନା ଲିଭି ଯାଇ ଅଛି ଏବେବି ସେ ମନ ଜିଣା କଥା ମନ ରେ ରହିଛି ॥

ସତରେ ଏମିତି ବି ହୋଇ ପାରେ ଇସ୍ତ୍ରୀ କରୁ କରୁ ଦେହର ବାସ୍ନା କୁ କେହି ଜଣେ ବାରି ପାରେ ॥

ମନର ମଣିଷ

Rate the content


Originality
Flow
Language
Cover design

Comments

Post


Some text some message..