Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Dr.Sashi Bhushan Mohapatra

Others

5.0  

Dr.Sashi Bhushan Mohapatra

Others

ସମ୍ପର୍କ

ସମ୍ପର୍କ

1 min
150



ସମୟର ଗତି ପଥେ

ଆସେ ଯାଏ ଋତୁ,

ଅତୀତର ଦିନ ସବୁ

ବିତିଗଲା

ସମୟର ବୈଶାଖରେ

ତୁମ ସାଥେ

ହସରେ ହସରେ ।

ଏବେ ସ୍ମୃତି ସବୁ

ମୁକ୍ତା ପରି ଚିକ ଚିକ

ଆଖିର ଲୁହରେ

କେଜାଣି କାହିଁକି ?


ଜୀବନରେ ରଙ୍ଗ ନାହିଁ

ତୁମ ବିନା

ସମ୍ପର୍କ ନାହିଁ

ପ୍ରେମ ବିନା,

ପ୍ରୀତିରେ, ପ୍ରୀତିରେ

ତୁମେ, ମୁଁ

ଗଢ଼ିଥିଲେ ବାଲିଘର

ହଠାତ କିନ୍ତୁ ଭାଙ୍ଗିଗଲା

ରହିଲାନି ଚିହ୍ନ ଟିକେ

କେଜାଣି କେମିତି ?



Rate this content
Log in