Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

AMIT KUMAR SAHU

Abstract Others

2  

AMIT KUMAR SAHU

Abstract Others

ଅସ୍ପଷ୍ଟ ଦିଗବଳୟ

ଅସ୍ପଷ୍ଟ ଦିଗବଳୟ

1 min
7.0K


ପ୍ରେମ - ସାହିତ୍ୟର ଏକ ଶବ୍ଦ ମାତ୍ର ଥିଲା ତା' ପାଇଁ

ସେଇ ଶବ୍ଦର ପରିଭାଷା ଦେଲ ତୋମେ ।।

ତା' ହୃଦୟର ଗଭୀରତାରେ ପ୍ରେମର ମଞ୍ଜି ବୁଣିଲ ତୋମେ....

ତୋମ ଆବେଗକୁ ସମ୍ମାନ ଦେଲା ସେ ।।

ମରୁଭୂମିରେ ନିର୍ଝରିଣୀର ସ୍ଵପ୍ନ ଦେଖିଲ ତୋମେ...

ମରୀଚିକା ସନ୍ଧାନରେ ଅସ୍ତ -ବ୍ୟସ୍ତ ହେଲା ସେ ।।

ତା' ସ୍ଵପ୍ନର କୋଣାର୍କକୁ କ୍ଷତ -ବିକ୍ଷତ କଲ ତୋମେ....

ଆଉ 

ସେଇ ଭଗ୍ନାବଶେଷ ଭିତରେ ବି ତୋମକୁ ଦେବତା ଭଳି ପୂଜିଲା ସେ ।।

ଏକ ନୂତନ ତାଜମହଲର ସନ୍ଧାନରେ ଥିଲ ବୋଧେ ତୋମେ....

ସମୟର ସାୟାହ୍ନରେ କୋଉଠି ଅଦୃଶ୍ୟ ହେଇଗଲ ତୋମେ ।।

ଆଉ ସେଇ ଭଗ୍ନ କୋଣାର୍କର ଅନ୍ତରାଳେ 

କୋଉଠି ଲୀନ ହେଇଗଲା ସେ........॥


Rate this content
Log in

Similar oriya poem from Abstract