ଆଶା ଓ ଜୀବନ
ଆଶା ଓ ଜୀବନ
1 min
6.7K
ଆଶାବିନା କେହି ବଞ୍ଚି ପାରେନାହି
ଆଶା ଇ ସଭିଙ୍କ ଜୀବନ
ହେଲେ ସେହି ଆଶା ବୁଡାଏ ଭରସା
ସୀମା କଲେ ଉଲଙ୍ଘନ
ଆଶାକୁ ସୀମିତ କର ଆହେ ମିତ
ଖୁସିରେ କାଟିବ ଦିନ
ଯାହାହିଁ ନିଶ୍ଚିତ ତା ପାଇଁ ପ୍ରସ୍ତୁତ
ହୋଇଥାଏ ଜ୍ଞାନୀ ଜନ
ଚିତ୍ତରଞ୍ଜନ ଲେଙ୍କା,କଟକ