Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjita Das

Tragedy Abstract

5.0  

Ranjita Das

Tragedy Abstract

ମୁଁ କଲମ କହୁଛି

ମୁଁ କଲମ କହୁଛି

1 min
362


ନାଁ ଟି ମୋର କଲମ, 

କାମରେ ନଥାଏ ମୋ କେବେ ବିରାମ 

ଅତୀତର ସ୍ମୃତିକୁ ସାଉଁଟି ସଜାଡି 

ତାପରେ କରେ ମୁଁ ବିଶ୍ରାମ ।


ସୁଖର ଅତୀତ ଦୁଃଖର ସହିତ 

ଚାଲିଯାଏ ମୁ କେତେ ଆଗକୁ ,

ସୁଖର ଲହରୀ ଦୁଃଖର ସାଗର 

ଦୁହେଁ ଥାନ୍ତି ସଦା ସାଙ୍ଗକୁ ।



Rate this content
Log in

Similar oriya poem from Tragedy