Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Inspirational Others

3  

Geeta Sarangi

Inspirational Others

ଜୀବନ ଗୀତା-୩୪୫

ଜୀବନ ଗୀତା-୩୪୫

1 min
117


ଜୀବନର ଅନୁଭବ

କେବେ ଛୁଏଁ ଶିଖର

କେବେପୁଣି ଛୁଇଁଯାଏ

ପାତାଳକୁ ଆଖର ॥୦॥

ଆରୋହ ଓ ଅବରୋହ

ଚିରସତ୍ୟ ଜୀବନର

ଆଜି ଯେ ରାଜେନ୍ଦ୍ରାସନେ

କାଲକି ସିଏ ଫକୀର

ଜୀବନରଥ ପ୍ରତିନିୟତ

ସବୁକୁ ଅଦେଖା କରି

ଧାଏଁ ହୋଇ ପ୍ରଖର ॥୧॥

ଆବିଷ୍ଟ କରେ ଜୀବନ

ଯାହାକୁ ଯେଉଁ ଭାବରେ

ଜୀବନର ଅନୁଭବ

ତାହାର ସେଇ ପ୍ରକାରେ

ଜୀବନଚିର ସତ୍ୟସୁନ୍ଦର

ସମୟର ସାଥେହୁଏ

ଅନୁଭବ ପ୍ରଖର ॥୨॥


Rate this content
Log in

Similar oriya poem from Inspirational