Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagabandhu Sahu

Others

3  

Jagabandhu Sahu

Others

କଣ୍ଢେଇ ଦିବସ

କଣ୍ଢେଇ ଦିବସ

1 min
286


କଣ୍ଢେଇ ଦିବସେ ଦେବାକୁ ତୁମକୁ

ଆଣିଛି କଣ୍ଢେଇ କିଣି

କଣ୍ଢେଇ ଠାରୁ ଯେ ତୁମେ ଗୋ ସୁନ୍ଦର

ତୁମେ ମୋ କଣ୍ଢେଇ ରାଣୀ

ଖିଲି ଖିଲି ହୋଇ ହସୁଥାଅ ଯେବେ

ମୁକୁତା ପଡଇ ଝରି

ତୁମ ରୂପ ଆଗେ ସ୍ବର୍ଗ ଅପଶରୀ

ଝାଉଁଳିବେ ଫୁଲ ପରି

ତୁମେ ମୋର ପ୍ରିୟା ହୃଦୟର ରାଣୀ

ମୁଁ ତୁମ ହୃଦୟ ରାଜା

କଣ୍ଢେଇ ଦିବସେ ଦୁହେଁ ମିଶି ଆଜି

ଖାଇବା ପ୍ରେମର ଖଜା

ଆମକୁ ଦେଖିଣ ଲୋକେ କହୁଥିବେ

ସୁନ୍ଦର ୟାଙ୍କରି ଯୋଡି

ପ୍ରେମ ଦୁନିଆଁରେ ଉଡି ବୁଲୁଥିବା

ସୁନା ପର ଆମେ ଝାଡି


ପ୍ରେମ୍ କବି ଜଗବନ୍ଧୁ ସାହୁ


Rate this content
Log in