ଶସ୍ତା କବିତା - 114
ଶସ୍ତା କବିତା - 114
ଆସେମ୍ବ୍ଲିଙ୍ଗ୍ କରି କମ୍ପାନୀ ବାଲାଏ
ଲେଖିଦେଲେ ମେଡ୍ ଇନ୍ ଇଣ୍ଡିଆ
ଚୋରି କରି ଯଦି ଲେଖିଲେ ନିଜ ନାଁ
ଅସୁବିଧା ବୋଲି ଭାବୁଛ କିଆଁ
ପ୍ରମୋଦ କୁମାର ଜେନା ©
ଆସେମ୍ବ୍ଲିଙ୍ଗ୍ କରି କମ୍ପାନୀ ବାଲାଏ
ଲେଖିଦେଲେ ମେଡ୍ ଇନ୍ ଇଣ୍ଡିଆ
ଚୋରି କରି ଯଦି ଲେଖିଲେ ନିଜ ନାଁ
ଅସୁବିଧା ବୋଲି ଭାବୁଛ କିଆଁ
ପ୍ରମୋଦ କୁମାର ଜେନା ©