Audio

Forum

Read

Contests

Language


Write

Sign in
Wohoo!,
Dear user,
ଶସ୍ତା କବିତା - 114
ଶସ୍ତା କବିତା - 114
★★★★★

© Pramod Kumar Jena

Comedy

1 Minutes   6.7K    6


Content Ranking

ଆସେମ୍ବ୍ଲିଙ୍ଗ୍ କରି      କମ୍ପାନୀ ବାଲାଏ

ଲେଖିଦେଲେ ମେଡ୍ ଇନ୍ ଇଣ୍ଡିଆ

ଚୋରି କରି ଯଦି      ଲେଖିଲେ ନିଜ ନାଁ

ଅସୁବିଧା ବୋଲି ଭାବୁଛ କିଆଁ

ପ୍ରମୋଦ କୁମାର ଜେନା ©

ଚୋରି ଅସୁବିଧା କମ୍ପାନୀ

Rate the content


Originality
Flow
Language
Cover design

Comments

Post


Some text some message..