ପ୍ରଥମ ଦେଖା
ପ୍ରଥମ ଦେଖା
1 min
1.3K
କେବେ କିଏ
ପ୍ରଥମ ପ୍ରଥମ ଦେଖାରେ
ନିଜର ହୁଏ ?
ଅନେକ ଥର ନିଜକୁ ଚୁର୍ମାର୍ କଲାପରେ
ସାମୁହିକ ସମ୍ପର୍କ ସିନା ଜନ୍ମ ନିଏ ।