Audio

Forum

Read

Contests

Language


Write

Sign in
Wohoo!,
Dear user,
ମଉସୁମୀ ଭାଇ ଆସିଲାଣି
ମଉସୁମୀ ଭାଇ ଆସିଲାଣି
★★★★★

© Subhakanta Sahu

Others

1 Minutes   1.3K    5


Content Ranking

ମଉସୁମୀ ଭାଇ ଆସିଲାଣି, ଆକାଶରେ ମେଘ ଭାସିଲାଣି

ସବୁ କାମ ସାରି ଚାଷୀ ଭାଇ ପରା ଜମିଜମା ସବୁ ଚଷିଲାଣି ।

ଚାଷୀ ଭାଇ ତ ଚାହିଁଥିଲା, ତା ପ୍ରିୟ ଦିନ ଆସିଗଲା

ଟୋପେ ଦି’ ଟୋପା ଜଳ ପଡିଲେ ଭାବେ ଅସରେ ଦେବ ପରା ।

କିଏ କଲାରେ କିଏ କଲା ଆକାଶଟାକୁ କଳାକଳା

ଗାତେ ଲୁଚିକା ବେଙ୍ଗ ରାବୁଛି ବରଷା ଦିନ ଆସିଗଲା ।

ଲୋକେ କହିଲେ ଯାହା ହେଉ, ମେଘୁଆ ପାଗ ହେଉଥାଉ

ଖରାରେ ଥିଲା ଅଂଶୁ ଘାତଟା ଅସହ୍ୟ ଥିଲା ତାର ଦାଉ ।

ଶୁଭକାନ୍ତ ସାହୁ

ଗୋପବନ୍ଧୁ ହାଇସ୍କୁଲ. ପୋଲସରା, ଗଞ୍ଜାମ

ପିନ୍-୭୬୧୧୦୫

ମୋବାଇଲ୍-୯୮୬୧୭୩୨୨୫୬

E-mail: sahusubhakanta@gmail.com

ଭାଇ ମେଘ ଚାଷୀ

Rate the content


Originality
Flow
Language
Cover design

Comments

Post


Some text some message..