ଭାଇ ଭଊଣୀ
ଭାଇ ଭଊଣୀ
ଜନମ ଆଗରୁ ଭାଇ ଓ ଭଉଣୀ
ରହିଥାନ୍ତି ତ ଅଚିହ୍ନା
ଯୋଡିଦିଏ ତାଙ୍କୁ ମମତା ବନ୍ଧନ
ଯୁଗ ଯୁଗ ପାଇଁ ସିନା
ସମସ୍ତେ ଅଚିହ୍ନା ଅଟନ୍ତି ଏଠାରେ
ମାୟା ଭରା ଏ ସଂସାର
କିନ୍ତୁ ଯୋଡିପାରେ ମମତା ଓ ପ୍ରେମ
କରିପାରେ ସବୁ ସ୍ଥିର
ଚିତ୍ତ ରଞ୍ଜନ ଲେଙ୍କା (କଟକ)©
ଜନମ ଆଗରୁ ଭାଇ ଓ ଭଉଣୀ
ରହିଥାନ୍ତି ତ ଅଚିହ୍ନା
ଯୋଡିଦିଏ ତାଙ୍କୁ ମମତା ବନ୍ଧନ
ଯୁଗ ଯୁଗ ପାଇଁ ସିନା
ସମସ୍ତେ ଅଚିହ୍ନା ଅଟନ୍ତି ଏଠାରେ
ମାୟା ଭରା ଏ ସଂସାର
କିନ୍ତୁ ଯୋଡିପାରେ ମମତା ଓ ପ୍ରେମ
କରିପାରେ ସବୁ ସ୍ଥିର
ଚିତ୍ତ ରଞ୍ଜନ ଲେଙ୍କା (କଟକ)©