Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଭାଇ ଭଊଣୀ
ଭାଇ ଭଊଣୀ
★★★★★

© Chittaranjan Lenka

Inspirational Abstract Others

1 Minutes   1.0K    4


Content Ranking

ଜନମ ଆଗରୁ   ଭାଇ ଓ ଭଉଣୀ

ରହିଥାନ୍ତି ତ ଅଚିହ୍ନା

ଯୋଡିଦିଏ ତାଙ୍କୁ   ମମତା ବନ୍ଧନ

ଯୁଗ ଯୁଗ ପାଇଁ ସିନା


ସମସ୍ତେ ଅଚିହ୍ନା  ଅଟନ୍ତି ଏଠାରେ

ମାୟା ଭରା ଏ ସଂସାର

କିନ୍ତୁ ଯୋଡିପାରେ  ମମତା ଓ ପ୍ରେମ

କରିପାରେ ସବୁ ସ୍ଥିର


ଚିତ୍ତ ରଞ୍ଜନ ଲେଙ୍କା (କଟକ)©

ଭାଇ ଭଉଣୀ ମାୟା ସଂସାର ପ୍ରେମ

Rate the content


Originality
Flow
Language
Cover design

Comments

Post

Some text some message..