Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Chittaranjan Lenka

Abstract

2  

Chittaranjan Lenka

Abstract

ସତ୍ୟ-୨

ସତ୍ୟ-୨

1 min
6.6K


ମୁଁ ଆଜି ସତ୍ୟର ଯନ୍ତାରେ ପଡିଛି

କଷ୍ଟେ ହୁଏ ଭିଡିମୋଡି

ପରିସ୍ଥିତି ଯେତେ ଟାଣିଲେ ବି ସୁଦ୍ଧା

ସତ୍ୟ ଧରୁଛି ଜାବୋଡି

ତୁମେ ଯଦି ସତ୍ୟ ପଥରେ ରହିଛ

ସତ୍ୟ ତୁମେ ପାଖେ ଥିବ

ତୁମେ ଯେତେ ପଛେ ଘୃଣା କର ତାକୁ

ସେ କେବେ ଛାଡି ନ ଯିବ

ଚିତ୍ତରଞ୍ଜନ ଲେଙ୍କା,କଟକ


Rate this content
Log in