Audio

Forum

Read

Contests

Language


Write

Sign in
Wohoo!,
Dear user,
କଳିଯୁଗ ମନ୍ତର
କଳିଯୁଗ ମନ୍ତର
★★★★★

© Susil Pani

Inspirational Abstract

1 Minutes   6.4K    3


Content Ranking

କଳିଯୁଗ ମନ୍ତର ଶୁଣ ଭକ୍ତ ।

କଣ କଲେ ତରିବ ହେବ ମୁକ୍ତ ।। (୧)

କଳିରେ କେବଳ ନାମ ମାତ୍ରଟି ସାର ।

ନାମର ମହିମା ଅଟଇ ଅପାର ।।( ୨)

ନାମ ବଳେ ଭକ୍ତଜନ ଗଲେ ବୈକୁଣ୍ଠ ।

ନାମ ଧରି ପାପି ଜନ ଲଭିବେ ମୁକ୍ତ ।। (୩)

ନାମ ଭଜ ନାମ ଜପ ନାମ ସ୍ମରଟି ନିତି ।

ନାମ ବିନା ନାହିଁ ମୁକ୍ତି ଏଇ ଭବେଟି ।। (୪)

ନାମରୁ ମିଳିବ ପୁଣି ଅପୂର୍ବ ଆନନ୍ଦ ।

ନାମ ବିନା କିଛି ନୁହେଁ ଜଗତେ ସତ୍ୟ ।।(୫)

ଯୋଗ ତପସ୍ୟା ତପ ଠାରୁ ସହଜ ।

ନାମ କୀର୍ତ୍ତନ କଳିରେ ଶ୍ରେଷ୍ଠ ।। (୬)

ନାମର ମହିମା ଜାଣନ୍ତି ସାଧୁଜନ ।

ନାମ ଜପି ତରିଯିବେ ଭବ ସମୁଦ୍ର ।।(୭)

@ସୁସିଲ୍ ପାଣି,ପୁରୀ ।

କଳି ଅପୂର୍ବ ବୈକୁଣ୍ଠ

Rate the content


Originality
Flow
Language
Cover design

Comments

Post

Some text some message..