Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susil Pani

Inspirational Abstract

2  

Susil Pani

Inspirational Abstract

କଳିଯୁଗ ମନ୍ତର

କଳିଯୁଗ ମନ୍ତର

1 min
6.7K


କଳିଯୁଗ ମନ୍ତର ଶୁଣ ଭକ୍ତ ।

କଣ କଲେ ତରିବ ହେବ ମୁକ୍ତ ।। (୧)

କଳିରେ କେବଳ ନାମ ମାତ୍ରଟି ସାର ।

ନାମର ମହିମା ଅଟଇ ଅପାର ।।( ୨)

ନାମ ବଳେ ଭକ୍ତଜନ ଗଲେ ବୈକୁଣ୍ଠ ।

ନାମ ଧରି ପାପି ଜନ ଲଭିବେ ମୁକ୍ତ ।। (୩)

ନାମ ଭଜ ନାମ ଜପ ନାମ ସ୍ମରଟି ନିତି ।

ନାମ ବିନା ନାହିଁ ମୁକ୍ତି ଏଇ ଭବେଟି ।। (୪)

ନାମରୁ ମିଳିବ ପୁଣି ଅପୂର୍ବ ଆନନ୍ଦ ।

ନାମ ବିନା କିଛି ନୁହେଁ ଜଗତେ ସତ୍ୟ ।।(୫)

ଯୋଗ ତପସ୍ୟା ତପ ଠାରୁ ସହଜ ।

ନାମ କୀର୍ତ୍ତନ କଳିରେ ଶ୍ରେଷ୍ଠ ।। (୬)

ନାମର ମହିମା ଜାଣନ୍ତି ସାଧୁଜନ ।

ନାମ ଜପି ତରିଯିବେ ଭବ ସମୁଦ୍ର ।।(୭)

@ସୁସିଲ୍ ପାଣି,ପୁରୀ ।


Rate this content
Log in

Similar oriya poem from Inspirational