Audio

Forum

Read

Contests

Language


Write

Sign in
Wohoo!,
Dear user,
ପ୍ରେମ ଜମା ପାପ ନୁହେଁ
ପ୍ରେମ ଜମା ପାପ ନୁହେଁ
★★★★★

© Neelima Nivedita Behera

Romance

1 Minutes   1.2K    7


Content Ranking

ପ୍ରେମ ଜମା ପାପ ନୁହେଁ

ଖାଲି ଗୋଟେ ସନ୍ତାପ

ଥିଲାବେଳେ

ତାରକସି କୁଟକମ ଦିଆ ସୁନ୍ଦର ଗପ

ଗଲାପରେ… ?


ଧେତ୍ !

ଯାଏନା ସେ କେବେ

ବଦଳାଉ ଆମେ ସର୍ତ୍ତ

ନିଜ ଅଭିମାନେ

ନଇଲେ ଦୋଷ ଦେଉ ଅପରକୁ

ମୁହଁ ମୋଡୁ

ମନ ଆଇନାରେ... !

ପ୍ରେମ ଜମା ପାପ ନୁହେଁ ଗପ ଅଭିମାନ

Rate the content


Originality
Flow
Language
Cover design

Comments

Post


Some text some message..