Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସୁବ୍ରତ ପାତ୍ର

Romance

2  

ସୁବ୍ରତ ପାତ୍ର

Romance

କଥା ଥିଲା!

କଥା ଥିଲା!

1 min
2.9K


କଥା ଥିଲା ,ମୁଁ

ମୁଁ ହେଇ ରହିବିନି

ତୁମେ ତୁମେ ହୋଇ ରହିବନି

ଆମେ ଆମେ ହୋଇଯିବା

ସତରେ ବି,

ମୁଁ ମୁଁ ହେଇ ରହିଲିନି

ତୁମେ ତୁମେ ହୋଇ ରହିଲନି

କିନ୍ତୁ ଆମେ ଆମେ ତ ହେଲେନି

ଆଜି ବହୁଦିନ ପରେ

ସେଇ କଥାଟି

ଯୋଉ କଥା

ଭୁଲିଛି ଭୁଲିଛି ବୋଲି

ନିଜକୁ ଭୁଲଉ ଥାଏ

ନିଜକୁ ବୁଝଉ ଥାଏ

ମୁଁ ଆଉ ସେଇ ମୁଁ ହେଇ ନାହିଁ କି,

ତୁମେ ଆଉ ସେଇ ତୁମେ ହେଇ ନାହଁ


Rate this content
Log in