ମୁଗୁରା
ମୁଗୁରା
1 min
284
ହିଡ କାଟି ମାହାରା
ତଳକୁ ଗଡୁଛି ପାଣି
ବସିଛି ରତ୍ନାକରର ମୁଗୁରା
ଲାଞ୍ଜ ବାନ୍ଧିଛି
ଜଳ ଜୀବ ଖସିଯିବାର ବାଟନାହିଁ
ରାତିଦୁଇପ୍ରହର ବେଳେ
ମୁଗୁରା ଆଣିଛି
ଲାଞ୍ଜ ଫିଟେଇ ଝାଡ଼ିଦେଇଛି
କରାଣ୍ଡି,ବାଲିକିରା, ତୋଡି,
ଧଣ୍ଡ ଝଡିପଡି ମୁଗୁରାରୁ ଛଟପଟ ହେଉଛ
ରତ୍ନାକର ଖୁଣ୍ଟି