ଅଳ୍ପ ଅଳ୍ପ-୯୩
ଅଳ୍ପ ଅଳ୍ପ-୯୩
1 min
6.8K
ଜାଣେ ନାହିଁ
ପ୍ରବଞ୍ଚନା,
ଶଠ ,ଠକଙ୍କ ଭିଡ଼
ଭିତରେ,
ପାଦତଳେ,
ଚାଲିବାକୁ ପ୍ରସ୍ତୁତ
ସର୍ଵସଂହା
ଧରିତ୍ରୀ,
ପାଦଦ୍ବୟ
କିନ୍ତୁ
ବେଡିଯୁକ୍ତ,ନିର୍ବଳ,ନିସ୍ତେଜ ନିଃସହାୟ
ପାହୁଣ୍ଡେ ଚାଲିବାକୁ
ଆଗକୁ---------!
©®କାଶ୍ୟପ
ରାୟଗଡା ।