Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

3  

Raja Sekhar CH V

Others

ବତ୍ସ

ବତ୍ସ

1 min
225



ପ୍ରତି ପ୍ରାଣୀ ପାଇଁ ଅତିପ୍ରିୟ ହେଲେ ନିଜ ଶାବକ,

ଯାହା ପ୍ରତି ପିତାମାତା ଅଭିଭାବକ ଯତ୍ନ ନିଅନ୍ତି ଧ୍ୟାନପୂର୍ବକ |୧|


ସ୍ମିତହାସ ଶିଶୁ ହେଲେ ପ୍ରତି ଘରର ଶରଦ ଶଶି,

ଏହି ସୁନ୍ଦର ସମୟକୁ କ୍ରୟ କରି ହେବନି ଦେଇ କୌଣସି ରାଶି |୨|


ଚିରସ୍ମରଣୀୟ ଯେ ଶିଶୁଙ୍କର କ୍ରନ୍ଦନ,

ପୁଣି ମାନେ ରହିଯାଏ ତାଙ୍କର ଭଙ୍ଗା ଭଙ୍ଗା ବଚନ|୩|


ତାଙ୍କର ପ୍ରଶ୍ନର ନାହିଁ କୌଣସି ଚୟନ,

ଜିଜ୍ଞାସା ଜଣା ପଡେ ଦେଖି ତାଙ୍କର ନୟନ |୪|


ବତ୍ସ ସଦା ଖୋଜୁଥାଏ ନିଜ ବୋଉଙ୍କୁ,

ବୋଉ ବିନା ନିଜ ଭାବ ଜଣେଇବେ ଆଉ କାହାକୁ |୫|


ଆଜିର ଶିଶୁ ହେଲା କାଲିର ଭବିଷ୍ୟତ,

ଶିଶୁ ପାଇଁ ପିତାମାତା କାମ କରନ୍ତି ଅନବରତ |୬|


Rate this content
Log in