Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

2  

Ram Prasad Bisoi

Others

ମୃଗନୟନୀ-୩

ମୃଗନୟନୀ-୩

1 min
7.0K


ମୃଗ ନୟନୀ-୩ । (କାଶ୍ୟପ)

କଣ ? କରିବି , ନାଚାର ଅପରିମିତ ଭଲପାଏ ତୁମକୁ, ଆଉ ତୁମେ ମତେ ଜୀବନପଥେ ଅନବରତ ପରିଚାଳିତ କରି ଚାଲିଛ, ମୃତ୍ୟୁ ବି ମାଗିଛି ତୁମକୁ ବିରହେ, ସେଇ ଶେଷକଥା ପଦେ ପ୍ରେମର ପରିଣତି କଣ?ଦେହ , ଦୁଇଟି ହୃଦୟ କଣ ? କାଟିପାରିବେ ନି ଅଲଗା ଅଲଗା ଜୀବନ ନେଇ ଦୁହିଁଙ୍କ ଅନୁଭୂତି , ଏତକ ବାସଁ ଥାଉ ସ୍ମୃତି ,

ମୃତ୍ୟୁ ପଥରୁ ମତେ ଫେରାଇ ଆଣିଛି, ଯେତେବେଳେ ରାତ୍ରିର ଅନ୍ଧାରରେ ବିଳାପ କରିଛି ଖୋଜି ତୁମ ସାନ୍ନିଧ୍ୟ, ଘରଣୀ ଆଜି ବି ଜାଳୁଛି ଅଗଣାରେ ସଂଜବତୀ ତୁଳସୀ ମୂଳେ ତମେ ଶୁଣି ମୋ ଡାକ ଚାଲି ଆସିଛ ତୁମ ଅସ୍ତିତ୍ବ ର ଅନୁଭୂତି ବନି ଯାଇଛି ମୋ ଲାଗି ଅମୃତବର୍ଷିଣୀ ତୁମେ ମୋର ଆଉ ମୁଁ ତୁମର ସବୁଦିନ ପାଇଁ ଆଉ ଅଭିଶପ୍ତ ଜୀବନ ସବୁ ପ୍ରାପ୍ତି ଭିତରେ ଅପ୍ରାପ୍ତିର ଆଶା ବଞ୍ଚି ଥାଉ କେବେଳ ତୁମ ଲାଗି "ମୃଗନୟନୀ " ।

ରାମ ବିଶୋଇ, ସକାଳ- ୦୮-୫୨ମି . ତା-୦୫-୧୨-୧୬ ରାୟଗଡା ।


Rate this content
Log in