Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakash Sahoo

Romance

2  

Prakash Sahoo

Romance

ହୃଦୟର ସଙ୍ଗୀତ

ହୃଦୟର ସଙ୍ଗୀତ

1 min
6.8K


 ତୁମେ ଶୁଣ କି ନ ଶୁଣ

ତୁମ ପାଇଁ ଗୀତଟିଏ ଗାଇବି

 ତୁମେ ମୋ ହୃଦୟର ସଙ୍ଗୀତ

ମନର ପରଦାରେ ଆଜି ବି

ସ୍ମୃତିରେ ଡୁବି ହୋଇ ଭାସୁଛ

ମୋ ଜୀବନ ଅଗଣାର

ବୟସ ଯେତେ ଯେତେ ଖସୁଛି

ହେଲେ ନାହିଁ ଆଶାର ଅବସାନ

ରହିଛି ତେଣୁ ଜିଇଁ

ପ୍ରବଞ୍ଚନାର ପ୍ରଲେପରେ ଅବିବେକି ମନ

ରହିବ ଚିରକାଳ

ସେ ପ୍ରେମର ଅବଦାନ

ନୀରବେ ବସି ବସି

ସବୁଦିନ ନିଃସଙ୍ଗତାରେ ହସି

ସତରେ ତୁମେ ଶୁଣ କି ନାହଁ

ବୁଝ କି ଅବୁଝା ହୁଅ ଅବା

ତୁମେ ଫେରିଆସ କି ଚାଲି ଯାଅ

ହଁ ମୁଁ ତଥାପି ଆଜି ଗାଇବି 

ସେହି ହୃଦୟର ସଙ୍ଗୀତ ।

ପ୍ରକାଶ ସାହୁ


Rate this content
Log in

Similar oriya poem from Romance