Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagabandhu Sahu

Romance

2  

Jagabandhu Sahu

Romance

ପ୍ରିୟା ତୁମ ପାଦ ଚିହ୍ନ

ପ୍ରିୟା ତୁମ ପାଦ ଚିହ୍ନ

1 min
121


ମଉଳି ଯାଇନି ସେ ପ୍ରୀତି ଗୋଲାପ

    ରହିଛି ତୁମକୁ ଚାହିଁ

ଭୁଲି ନାହିଁ ପ୍ରିୟା ସେଇ ପାଦ ଚିହ୍ନ

    ସମୁଦ୍ରର ବେଳା ଭୂଇଁ


ଫେରି ଆସିବାକୁ କଥା ଦେଇଥିଲ

    ଫେରିତ ଆସିଲ ନାହିଁ

ତୁମ ରୂପ ଛବି ହୃଦୟେ ମୋ ଆଙ୍କି

    ରହିଛି ତୁମକୁ ଚାହିଁ


କହିବାକୁ ଥିଲା କେତେ କଥା ପ୍ରିୟା

     କହିତ ପାରିଲି ନାହିଁ

ଅକୁହା କଥାକୁ କବିତା ଆକାରେ

     ପଠାଉଛି ତୁମ ପାଇଁ



Rate this content
Log in

Similar oriya poem from Romance