Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

AMIT KUMAR SAHU

Tragedy

2  

AMIT KUMAR SAHU

Tragedy

ପଥ...ପ୍ରେମର !

ପଥ...ପ୍ରେମର !

1 min
7.0K


ପ୍ରେମର ପଥ ଯେ କଣ୍ଟକିତ ପଥ 

ନଥିଲା ଆଗରୁ ଜଣା,

କାହିଁକି କେଜାଣି ମାୟାବିନୀ ପଥେ 

ହେଲି ଆସି ବାଟବଣା ।


ସମୟ ଗଡ଼ିଲା ହୃଦୟ ଭାଙ୍ଗିଲା 

ସ୍ବପ୍ନ ସବୁ ହେଲା ଚୁନା ,

ଖୋଜେ ଯେବେ ପୁଣି ପୁରୁଣା ପ୍ରେମକୁ 

ମିଳେ ଖାଲି ପ୍ରତାରଣା ।।


Rate this content
Log in