Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Tapan Dixit

Abstract

2  

Tapan Dixit

Abstract

କେତେ ଆଉ ଲୁଚାଇବ

କେତେ ଆଉ ଲୁଚାଇବ

1 min
6.4K


କେତେ ଆଉ ଲୁଚାଇବ ଅସ୍ତିତ୍ୱକୁ

ବାସ୍ତବର ଦୁହାଇକୁ ଦେଇ

କେତେ ଆଉ ମୋ ଆଡ଼କୁ ଚାହୁଁଥିବକଣେଇ କଣେଇ,

ଦୁଇ ଓଠେ ଦୁଇବୁନ୍ଦା ଲୁହ ଚାପି

ଖିଲି ଖିଲି ହସୁଥିବ ତୁମେ,

ମୁଁ ଚକୋର ଅଭିନୟେ

ନିତି ରାତେ ଅନ୍ଧାର ସାଉଁଟି,

ଲୁହର ସ୍ରବନ୍ତୀ କୂଳେ ଡାକୁଥିବି

ତୁମକୁ ମୁଁ ତୁହାଇ ତୁହାଇ ।।

ତପନ ଦୀକ୍ଷିତ (ବେଳାଭୂମି)

ନାଶିକେଶ୍ୱର, କାକଟପୁର, ପୁରୀ

ସ୍ରବନ୍ତୀ:ନଦୀ


Rate this content
Log in