Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sukanti Hotta

Abstract

2.5  

Sukanti Hotta

Abstract

ମୋ ଭାରତ

ମୋ ଭାରତ

1 min
124


ଭାରତମାତାର ଚରଣ ଧୂଳୀକୁ

ମସ୍ତକେ ଲେପନ କରି

ଗର୍ବର ସହ ଛାତି ଫୁଲେଇ

ନାଚିବି ତ୍ରିରଙ୍ଗା ଧରି l


ଦେଶରେ ଶ୍ରେଷ୍ଠ ଭାରତ ବର୍ଷ

ଶାନ୍ତି ଅହିଁସା ଚାହେଁ

ସାରା ବିଶ୍ୱର ଏକତା ପାଇଁ

ହାତ ବଢ଼ାଇ ଥାଏ l


ମୋ ଭାରତ ଆମ ଭାରତ

ଭାଇଚାରା ବୀଜ ବୁଣେ

ଜାତି ଧର୍ମ ବର୍ଣ ନିର୍ବିଶେଷରେ

ସଭିଙ୍କ ହୃଦୟ ଜିଣେ l


ଭାରତମାତାର ସନ୍ତାନ ଆମେ

ହିଂସା ଦ୍ୱେଷ ଭୁଲିଯିବା

ବୃକ୍ଷ ମାଟି ପାଣି ପବନର ସୁରକ୍ଷା କରି

ସୃଷ୍ଟିକୁ ରକ୍ଷା କରିବା l


Rate this content
Log in