Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Srinibas Mahalik

Children Others

1.0  

Srinibas Mahalik

Children Others

ଭାଇ ଭଉଣୀ

ଭାଇ ଭଉଣୀ

1 min
7.3K


ଆମେ ଦୁଇ ଭାଇ ଗୋଟେ ଭଉଣୀ,

ଚିଡାଚିଡି ହେଉ ଚୋର ଚୋରଣୀ ।।


ଚିଡେଇବା ଆମ ଅଭ୍ୟାସଗତ,

ସେଥିପାଇଁ ଲାଗେ ମହାଭାରତ ।।


ବିଶ୍ବ ଯୁଦ୍ଧ ପରି ଆମର କଳି,

ବିଚରା ତକିଆ ପଡନ୍ତି ବଳି ।।


ଯଦି ଆମେ ତିନି ଏକାଠି ଥାଉ,

ଚିଲେଇକି ଘର ଫଟେଇ ଦେଉ ।।


ଭଉଣୀ ସାଙ୍ଗରେ ନକଲେ କଳି,

ଖାଇବା ଭଲରେ ହୁଏନି ଗିଳି ।।


କଳିରେ ଲୁଚିଛି ଭଲ ପାଇବା,

ଆମକୁ ଭରସା ମାମା ଓ ବାବା ।।




@ବିଜୟନଗର, ଗଣିଆ, ନୟାଗଡ଼


Rate this content
Log in

Similar oriya poem from Children