Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Gayatri Das

Others

2  

Gayatri Das

Others

ତୁମ ପରି କେହି ଜଣେ

ତୁମ ପରି କେହି ଜଣେ

1 min
6.8K


ତୁମପରି କେହି ଜଣେ

ତୁମେ ଆସିବ ବୋଲି ତ.....

ସୁନାରୀ ଡାଳରେ ଆଜି

ଫେରିଛି ବସନ୍ତ।

କାମିନୀ, କରେଇ ଆଉ

ଚନ୍ଦ୍ରମଲ୍ଲୀ ହସ...

ରଙ୍ଗ ଭରେ କୃଷ୍ଣଚୂଡା

ଫୁଲେଇ ପଳାଶ ।

ଆସ ଥରେ ପ୍ରିୟତମ

ବୈଶାଖ ପୂର୍ବରୁ

ଲୁଟିନିଅ ଯେତେ ରଙ୍ଗ

ପ୍ରୀତି ପାଖୁଡାରୁ.....

ବର୍ଣ୍ଣାଳିର ସବୁ ରଙ୍ଗ

ସରିଗଲା ପରେ,

ତୁମ ପରି କେହିଜଣେ

ନୂଆ ରଙ୍ଗ ଭରେ.......


Rate this content
Log in