Audio

Forum

Read

Contests

Language


Write

Sign in
Wohoo!,
Dear user,
ତୁମ ପରି କେହି ଜଣେ
ତୁମ ପରି କେହି ଜଣେ
★★★★★

© Gayatri Das

Others

1 Minutes   6.8K    11


Content Ranking

ତୁମପରି କେହି ଜଣେ

ତୁମେ ଆସିବ ବୋଲି ତ.....

ସୁନାରୀ ଡାଳରେ ଆଜି

ଫେରିଛି ବସନ୍ତ।

କାମିନୀ, କରେଇ ଆଉ

ଚନ୍ଦ୍ରମଲ୍ଲୀ ହସ...

ରଙ୍ଗ ଭରେ କୃଷ୍ଣଚୂଡା

ଫୁଲେଇ ପଳାଶ ।

ଆସ ଥରେ ପ୍ରିୟତମ

ବୈଶାଖ ପୂର୍ବରୁ

ଲୁଟିନିଅ ଯେତେ ରଙ୍ଗ

ପ୍ରୀତି ପାଖୁଡାରୁ.....

ବର୍ଣ୍ଣାଳିର ସବୁ ରଙ୍ଗ

ସରିଗଲା ପରେ,

ତୁମ ପରି କେହିଜଣେ

ନୂଆ ରଙ୍ଗ ଭରେ.......

ସୁନାରୀ ବସନ୍ତ ପ୍ରିୟତମ

Rate the content


Originality
Flow
Language
Cover design

Comments

Post


Some text some message..