ନିରବ ଯନ୍ତ୍ରଣା
ନିରବ ଯନ୍ତ୍ରଣା
ପ୍ରଭାତର ସତେଜ କିରଣରେ
ମନର କଥା ଆଙ୍କି ଦିଏ କେଇଟା ଶଦ୍ଦରେ
କାଲି ସନ୍ଧ୍ୟାରେ ମତେ ବି ଭିଜେଇ ଥିଲା
ଆସହାୟ ବୁଢ଼ୀର ଆଖିର ଲୁହରେ
ପକ୍ଷୀ ଗୁଡା ବସାକୁ ଫେରିଲା ପରି
ମୁଁ ବି ଫେରିଗଲି ଅତୀତକୁ
କେଇ ମୁଠା ନିରବ ଯନ୍ତ୍ରଣାରେ.......
ପ୍ରଭାତର ସତେଜ କିରଣରେ
ମନର କଥା ଆଙ୍କି ଦିଏ କେଇଟା ଶଦ୍ଦରେ
କାଲି ସନ୍ଧ୍ୟାରେ ମତେ ବି ଭିଜେଇ ଥିଲା
ଆସହାୟ ବୁଢ଼ୀର ଆଖିର ଲୁହରେ
ପକ୍ଷୀ ଗୁଡା ବସାକୁ ଫେରିଲା ପରି
ମୁଁ ବି ଫେରିଗଲି ଅତୀତକୁ
କେଇ ମୁଠା ନିରବ ଯନ୍ତ୍ରଣାରେ.......