କାମନା
କାମନା
1 min
1.2K
ଆହେ ମହାବାହୁ କଳାଠାକୁର
ତୁମ ପୁରୀ ଧାମରେ ହଉ ମରଣ
ସୁଖଦୁଃଖର ଦିନ ଶେଷହେଲା ମୋର
ଛାଡି ଚାଲି ଯିବି ଏହି ଘରଦ୍ୱାର
ଯେତେ ଡାକିଲେ ମତେ ଉଠିବିନି ସତେ
ଶାନ୍ତି ରେ ଶୋଇ ଯିବି ସାରା ଜୀବନ
ଆହେ ମହାବାହୁ କଳାଠାକୁର
ତୁମ ପାଦରେ ମୋ ଜୀବନ.....
ପ୍ରମିଳା ସାହୁ