Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bela Bhumi

Fantasy Abstract

2  

Bela Bhumi

Fantasy Abstract

ବିଦାୟର ବେଳ

ବିଦାୟର ବେଳ

1 min
1.3K


ଚାରିପଟେ ଅବିଛିନ୍ନ ନୀରବତା 

ଆଉ ବେଦନାର ସାହାନାଇ ସୁର

ବିଦାୟର ବେଳ ଆସିଗଲା 

ଆଉ ଢାଳ ନାହିଁ ଲୋତକର ଧାର ..,

ପରମ ସତ୍ୟକୁ ଥରେ ଦେଖ ହେ ନିରେଖି 

ଶୂନ୍ୟତାକୁ ଖୋଜି ଦେଲେ ମୁଁ ଥିବି ସଖୀ

ତୁମପାଖେ ଥିଲି କାଲି,

କାଲିରେ ବି ଥିବି

ଆଜି ତ ଯିବାକୁ ହେବ 

ଯାହା ସଖୀ ବିହି ଅଛି ଲେଖି ......II

ତପନ ଦୀକ୍ଷିତ (ବେଳାଭୂମି)

21.10.2017


Rate this content
Log in

Similar oriya poem from Fantasy