Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banali Dash

Romance Fantasy

3  

Banali Dash

Romance Fantasy

ତୁମେ'

ତୁମେ'

1 min
229


ତୁମେ ତ ଫୁଟି ଉଠୁଥିବା ହସ ର କାରଣ,            

ଦେହ ଉପରେ ଦୁଷ୍ଟାମି ବତୁରା ସ୍ପଷ୍ଟ ଆସ୍ତରଣ,

ସର୍ବୋତ୍ତମ ଆଶା ରାଶି,

ମେଞ୍ଚା ମେଞ୍ଚା ସ୍ବପ୍ନର କିରଣ,

ଜୁଆରିଆ ତନୁମନ ପୁଲକିତ ଛୁଆଁ,

ଦୁଷ୍ଟପଣ ଭର୍ତ୍ତି କମ୍ପନ,

ମନ୍ଦିର ର ପାଣି ଲାଗି,

ରଙ୍ଗୀନ୍ ସ୍ବପ୍ନମାଳା,

ଦୁର୍ଲଭ ଭଲପାଇବା,

ମୋ`ର ଖାଲି ମୋ`ର ଧନ ।


Rate this content
Log in

Similar oriya poem from Romance