Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୪୦୧

ଜୀବନ ଗୀତା-୪୦୧

1 min
157


ଜୀବନରେ କାର ଦୁଃଖ

ପର୍ବତ ପ୍ରମାଣ

ତୁଳା ପରି ହାଲ୍କା ପୁଣି

କାର ମନପ୍ରାଣ ॥୦॥

ମନପାରା ଆକାଶରେ

ଉଡି ବୁଲୁଛି

କ୍ରୋଧର ଛଞ୍ଚାଣ ତାକୁ

ଜଗି ବସିଛି

କ୍ରୋଧ କବଳିତ ମନ

ଦୁଃଖର କାରଣ ॥୧॥

ଦେଶ ପାଇଁ କିଏ କେତେ

କାମ କରୁଛି

ଅନ୍ୟର ମୁହଁରେ ହସ

ଫୁଟାଉ ଅଛି

ଅନ୍ୟ ପାଇଁ ଜିଏଁ ଯିଏ

ଖୁସି ତା ଛଗୁଣ ॥୨॥


Rate this content
Log in