Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା-୧୭୦

ଜୀବନ ଗୀତା-୧୭୦

1 min
7K


 

ଜୀବନ ସଂପର୍କର
ସରୁ ସୂତା ଖିଅ ଟିଏ
ବାନ୍ଧିଥାଏ ସଭିଙ୍କୁ
ମମତାରେ ମୃତ୍ୟୁ ଯାଏଁ ॥୦॥

ଅନୁପମ ସେ ସଂପର୍କ
ନାହିଁ ତାହାର ତୁଳନା
ସଂପର୍କରେ ନଥାଏ ତ
ଟିକେ ହେଲେବି ଛଳନା
ଭାବର ଅଭାବରେ
ମନ ବିଚଳିତ ହୁଏ ॥୧॥

ଜୀବନରେ ସ୍ନେହ ପ୍ରେମ
ମମତାର ମୂଳଧନ
ଦେଇ ସିନା କିଣିହୁଏ
ସବୁରି ହୃଦୟ ମନ
ପ୍ରେମ ଆସଇ ଫେରି
ଚକ୍ରବୃଦ୍ଧି ସୁଧହାରେ ॥୨॥

 

 

 

 

 

 

 

 


Rate this content
Log in