Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Pattnayak

Others

2  

Santosh Pattnayak

Others

ଜାଗର

ଜାଗର

1 min
243



ଜା: ଜାଳିଦିଅ ଗର୍ବ ଆତ୍ମ ଅହଙ୍କାର

ଜାଳିଦିଅ ଭେଦଭାବ

ଜାଳିଦିଅ ସ୍ବାର୍ଥ ପ୍ରତି ହୃଦୟରୁ

ଜଗାଇ ଜ୍ଞାନ ପ୍ରଦୀପ


ଗ: ଗୁଞ୍ଜରିତ କର ଓଁ କାର ଶବଦ୍ଦ

ସନ୍ତାପିତ ହେଉ ପ୍ରାଣ

ଗରିମା ବିନାଶି ମନ ସ୍ମରୁ ଶିବ

ଭକ୍ତିରସେ ହୁଅ ଲୀନ.....


ର: ରଜ ତମ ଗୁଣ ବରଜି ବହନ

ଦେଖ ଫେଡିଣ ନୟନ

ହୃଦ କପିଳାସେ ବିଜେ ମହେଶ୍ୱର

ଭଜ ମନ ପଞ୍ଚାନନ.....

ରଜନୀରେ ଜାଗ ସୁଚିମନ୍ତ ଚିତ୍ତେ

ଦର୍ଶନାର୍ଥେ ହରି-ହର

ରଖିଲେ ଭକତି ପ୍ରଣତୀ ସମ୍ପାଦି

ଭବୁ ତାରିବେ ଶଙ୍କର.....


ସନ୍ତୋଷ ପଟ୍ଟନାୟକ, ଗଞ୍ଜାମ


Rate this content
Log in