Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

2  

Ram Prasad Bisoi

Others

ମନ୍ଦିରକୁ ଯିବା କି ଅବା ପ୍ରୟୋଜନ

ମନ୍ଦିରକୁ ଯିବା କି ଅବା ପ୍ରୟୋଜନ

1 min
7.2K


ମନ୍ଦିରକୁ ଯିବା କି ଅବା ପ୍ରୟୋଜନ

ଯଦି ଯାଉଛ, ତମେ ମନ୍ଦିରକୁ ଫୁଲ ଚନ୍ଦନ ଭଗବାନଙ୍କ ଚରଣ ଅରବିନ୍ଦରେ ଚଡାଇବାକୁ , ପ୍ରଥମେ ଭର ନିଜ ଘରକୁ ପ୍ରେମ,ପ୍ରୀତି ସୌରଭେ । (୧) ଯଦି ଯାଉଛ,ତମେ ମନ୍ଦିରକୁ ଜାଳିବାକୁ ଦୀପ, ପ୍ରଥମେ ଦୂର କର ତୁମ ହୃଦୟର ଅନ୍ଧକାର । (୨) ଯଦି ଯାଉଛ, ମନ୍ଦିର କୁ ନତମସ୍ତକ ହୋଇ ନିଜେ ସୁଖ ପାଇବାକୁ ପ୍ରାଥନା କରିବାକୁ ପ୍ରଥମେ ଚେଷ୍ଟା କର ମୁଣ୍ଡ ଏବଂ ସ୍ୱର ସମାଜରେ ଥିବା ପ୍ରପୀଡ଼ିତ ନାଗରିକଙ୍କ ସପକ୍ଷରେ ଉଠାଇବାକୁ । (୩) ଯଦି ଯାଉଛ ମନ୍ଦିରକୁ ଆଣ୍ଠୁମାଡ଼ି ପ୍ରାର୍ଥନା କରିବାକୁ, ପ୍ରଥମେ ଚେଷ୍ଟା କର ହାତ ଧରି ଦଳିତ ସମାଜର ଅତ୍ୟାଚାରିତ ମଣିଷଙ୍କୁ ହାତ ଧରି ଉପରକୁ ଉଠାଇବାକୁ । (୪) ଯଦି ଯାଉଛ ମନ୍ଦିର କୁ କ୍ଷମା ମାଗିବାକୁ ତୁମ ପାପର, ପ୍ରଥମେ କ୍ଷମା ମାଗ ସେମାନଙ୍କ ପାଇଁ ତମ ବିରୁଦ୍ଧରେ ଯେଉଁମାନେ କରି ଚାଲିଛନ୍ତି ପାପ । (୫) ତେଣୁ , "ମନ୍ଦିର କୁ ଯିବ କି ଅବା ପ୍ରୟୋଜନ,"" ଅନ୍ତରଃ ଫେଡ଼ିଣ ଦେଖ ବେନି ନୟନ । (ଶେଷ)

ମୂଳ ରଚନା: ରବୀନ୍ଦ୍ର ନାଥ ଟାଗୋର, ଅନୁବାଦକ; କାଶ୍ୟପ , ରାୟଗଡ଼ା ।


Rate this content
Log in