ମୋ ପ୍ରିୟା
ମୋ ପ୍ରିୟା
1 min
7.0K
ସାଥୀ ଅନାମିକା ପ୍ରିୟା ମୋ ନାୟିକା
ସପନ ସୁନ୍ଦରୀ ମୋ ମନ ମୋନିକା,
ଲାଜ କୋଳି ଲତା କହେ ସିଏ କଥା
ରୁପରେ ମାନସୀ ସେହି ମୋ ଗାୟିକା
ଅଖିରେ ଭରା ତା କଜ୍ୱଲ ଗାର
ମନକୁ ମୋରୋ କଲା ସୁନ୍ଦର
ଜନ୍ହ ରେ ଥାଉକି ତାରା ରେ ଥାଉ
ମୋ ମାନସ ପଟରେ ସାଇତି ରହୁ